Jump to content

ଅନୁଦାନ:ଆଇଇଜି/ଉଇକିମିଡିଆକୁ ପରିଚୟ କରିବା ପାଇଁ ପ୍ରେରଣାଦାନକାରୀ ଏବଂ ଶିକ୍ଷାପ୍ରଦାନକାରୀ ଭିଡ଼ିଓ/ଜାନୁୟାରୀ ମାସର ସନ୍ଦେଶ

From Meta, a Wikimedia project coordination wiki
This is an archived version of this page, as edited by FuzzyBot (talk | contribs) at 02:10, 6 March 2024 (Updating to match new version of source page). It may differ significantly from the current version.
(diff) ← Older revision | Latest revision (diff) | Newer revision → (diff)

ଉଇକିପିଡିଆ ଶିକ୍ଷଣ ଭିଡ଼ିଓ ପାଇଁ ପ୍ରସ୍ତୁତି ଆରମ୍ଭ

ଆମେ ବହୁତ ଆନନ୍ଦିତ କାରଣ ଆମେ ନୂଆ ସଭ୍ୟ ମାନଙ୍କୁ ଉଇକିପଡିଆ ଏବଂ ଏହାର ଅନ୍ୟ ପ୍ରକଳ୍ପ ଗୁଡିକର ପରିଚୟ କରାଇବା ପାଇଁ ଶିକ୍ଷଣ ଭିଡ଼ିଓ ତିଆରି କରିବା ପୂର୍ବ ପ୍ରସ୍ତୁତି କାମ ଆରମ୍ଭ କରି ଦେଇଛୁ ।

ଗତ କିଛି ବର୍ଷ ହେଲାଣି, ନୂଆ ବ୍ୟବହାରକାରୀମାନଙ୍କୁ ଶିଖାଇବା ପାଇଁ ବହୁତ ଭିଡ଼ିଓ ତିଆରି ହେଇ ସାରିଲାଣି । ଏହି ଶିକ୍ଷଣରେ ଭିଜୂଆଲ ଏଡିଟର ଏବଂ ନୂଆ ଆଧାର ଯୋଡୁଥିବା ଟୁଲସାଇଟୋଏଡ(Citoid) ବିଷୟରେ ଦର୍ଶାଯିବ ।

ଏହି ଭିଡ଼ିଓ ଏବଂ ଏଥିରେ ଜଡିତ ଅନ୍ୟ ଉପାଦାନଗୁଡିକ ଉଇକିପିଡିଆ ଶିକ୍ଷା ପ୍ରକଳ୍ପରେ ପ୍ରକଳ୍ପରେ ଭାଗ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ସାହାଯ୍ୟ କରିବ । ଏହାଛଡା ଏହା ଉଇକିମିଡିଆ କାର୍ଯ୍ୟକର୍ତ୍ତା ଏବଂ ସ୍ଵଚ୍ଛାସେବୀମାନଙ୍କୁ ଗାଲେରୀ, ପୁସ୍ତକାଗର, ସଂରକ୍ଷଣ ଏବଂ ସଂଗ୍ରହାଳୟ (GLAMs) ବିଷୟରେ ଅଧିକ ସୂଚନାଦେବ ଏବଂ ଦର୍ଶାଇବା ଯେ ତାଙ୍କ ଅବଦାନଗୁଡିକ ଉଇକିପିଡିଆ ଏବଂ ଏହାର ଅନ୍ୟ ପ୍ରକଳ୍ପଗୁଡିକରେ ଲୋକମାନଙ୍କ ସାହାଯ୍ୟରେ ଆସିପାରୁଛି । ଏହାଛଡା ସେମାନେ କିପରି ଲେଖିବେ ବା ଫାଇଲ ଅପଲୋଡ କରିବେ ତାହା ମଧ୍ୟ ଶିକ୍ଷା ଦେବ ।

ଏହି ଭିଡ଼ିଓଗୁଡିକ ଭାଗ ଭାଗ ହୋଇ ରହିବ ଯାହାକି ଅଲଗା ଅଲଗା ଭାବେ ଦେଖି ହେବ, ଅନୁବାଦ କରିହେବ ଏବଂ ସମ୍ପାଦିତ କରିହେବ ।

ବର୍ତ୍ତମାନ ଏଥିରେ ଆରବିକ, ଆର୍ମେନିଆନ, ଜର୍ମାନ, ଗ୍ରୀକ, ଓଡ଼ିଆ ଏବଂ ସ୍ପ୍ଯାନିଶ ଭାଷା ପାଇଁ କିଛି ସ୍ଵେଚ୍ଛାସେବୀ ଅବଦନକାରୀ ଅଛନ୍ତି ।ଅଧିକ ସ୍ଵେଚ୍ଛାସେବୀ ଯାହାଙ୍କର ଭାଷାଉପରେ ଅଧିକ ଜ୍ଞାନ ଅଛି ସେମାନେ ଆଲୋଚନା ପୃଷ୍ଠାରେ ନିଜ ନାମ ଲେଖାଇ ପାରିବେ.

ଆମେମାନେ ଆଉଟଲାଇନରେ ସ୍କ୍ରିପ୍ଟ ପାଇଁ ମତାମତ ଏବଂ ଏହି ଭିଡ଼ିଓ ପାଇଁ ଭଲ ନାମ ଯୋଗାଇବା ପାଇଁ ସାହାଯ୍ୟ ଖୋଜୁଛୁ । ଦୟାକରି ଆପଣଙ୍କ ମତାମତ ଏହି ଆଲୋଚନା ପୃଷ୍ଠାରେ ଦିଅନ୍ତୁ!

ଆପଣଙ୍କର ବିନୀତ,

Pine
ଭିଡ଼ିଓ ନିର୍ଦ୍ଦେଶକ ଏବଂ ସ୍କ୍ରିନଲେଖକ

ବି.ଦ୍ର

ଏହି ଭିଡ଼ିଓ individual engagement grantଦ୍ଵାରା ଆର୍ଥିକ ସାହାଯ୍ୟ ପାଇଅଛି । କମ୍ୟୁନିଟି, ଆଇଇଜି କମିଟି ଏବଂ ଡ଼ବଲଇଉଏମଏଫ(WMF)କୁ ବହୁତ ଧନ୍ୟବାଦ ।